ବିଜୁ ଜନତା ଦଳର ବରିଷ୍ଠ ନେତା ଦାମ ରାଉତଙ୍କୁ ଦଳରୁ ବହିଷ୍କାର

An Independent Media

ଭୁବନେଶ୍ୱର : ତିନିଦିନିଆ ଦିଲ୍ଲୀ ଗସ୍ତରେ ଥିବାବେଳେ ବିଜେଡି ଦଳର ସୁପ୍ରିମୋ ବରିଷ୍ଠ ରାଜନେତା ତଥା ବିଧାୟକ ଡ଼ାକ୍ତର ଦାମୋଦର ରାଉତ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ତାଙ୍କୁ ବହିଷ୍କାର କରିବା ପାଇଁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦେଶ ଦେଇଛନ୍ତି । ଏ ନେଇ ବିଜେଡି ପକ୍ଷରୁ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଘଟଣାରେ ଶ୍ରୀ ରାଉତ କୌଣସି ସ୍ପଷ୍ଟିକରଣ ଦେଉ ନାହାଁନ୍ତି କି ଏହାର ବିରୋଧ କରୁନାହାଁନ୍ତି । କୁହାଯାଉଛି ଶ୍ରୀ ରାଉତ ଦଳର ସୁପ୍ରିମୋଙ୍କ ଏହି ନିଷ୍ପତ୍ତିକୁ ସ୍ୱାଗତ କରିଛନ୍ତି ।

error: Thank You Keep Visiting