କନିଷ୍ଠ ଯନ୍ତ୍ରୀ ୩% ପିସି ଖାଇ ତାଳଚେର ପୌରାଞ୍ଚଳକୁ କରିଦେଲେ ଅନ୍ଧାର

An Independent Media

ତାଳଚେର : ଅନୁଗୋଳ ଜିଲ୍ଲାର ସର୍ବ ପୂରାତନ ତାଳଚେର ପୌରାଞ୍ଚଳ । ରାଜ୍ୟ ତଥା ରାଜ୍ୟ ବାହାରେ ଏ ପୌରାଞ୍ଚଳର ସୁନାମ ଅଛି । ରାଜ୍ୟ ନଗର ଉନ୍ନୟନ ବିଭାଗର ସଚିବଙ୍କ ଚିଠି ନଂ ୧୮୪୪୧ ତା ୧୧/୦୭/୨୦୧୮ ତାଳଚେର ପୌରାଞ୍ଚଳର କନିଷ୍ଠ ଯନ୍ତ୍ରୀ ଆଲୋକ ସ୍ୱାଇଁଙ୍କ ଜଟଣୀ ପୌରାଞ୍ଚଳ ବଦଳି ହୋଇଛି, କିନ୍ତୁ କାହା ଚାପରେ / ୩ ମହଲାର ଚାପରେ ଏଠାରୁ କନିଷ୍ଠ ଯନ୍ତ୍ରୀ ଆଲୋକ ଯାଉ ନାହାଁନ୍ତି । ତାଳଚେରରେ ଏହା ଏବେ ଆଲୋଚନାର ବିଷୟ । ବିଶେଷ ସୂତ୍ରରୁ ପ୍ରକାଶ ଯନ୍ତ୍ରୀ ଆଲୋକ ୩% ପିସି ନେଲେ ଅସମ୍ଭବକୁ ସମ୍ଭବ କରି ଦିଅନ୍ତି, ତାଳଚେରଯ ପୌରାଞ୍ଚଳକୁ ଉନ୍ନତି ଯୋଜନା ଓ ଖଣିଜ ପାଣ୍ଠିରୁ କୋଟି କୋଟି ଟଙ୍କା ଉନ୍ନତି ମୂଳକ ପାଇଁ ଅର୍ଥ ଆସିଛି । କନିଷ୍ଠ ଯନ୍ତ୍ରୀ ଆଲୋକ ୩% ପିସି ଖାଇ ପୌରାଞ୍ଚଳକୁ କରିଦେଲେ ଅନ୍ଧାର ।

error: Thank You Keep Visiting