ମେଡିକାଲ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଅଭିଯୋଗରେ କଲେଜ ଅଧ୍ୟକ୍ଷ ଗିରଫ

Straight to the Point

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରର ଭରତପୁର ସ୍ଥିତ ଜିଏ କଲୋନୀରେ ଥିବା ଇନ୍ଦିରା ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସ ଆଣ୍ଡ୍ ରିସର୍ଚ୍ଚର ମାଲିକ ତଥା ନିର୍ଦ୍ଦେଶକଙ୍କୁ ଗିରଫ କରିଛି ପୋଲିସ ତାଙ୍କ ନାଁ କୋଦଣ୍ଡଧର ସାହୁ । ସେ ଛାତ୍ରୀମାନଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ହୋଇଛି । ଗତକାଲି ପାରା ମେଡିକାଲ୍ ଛାତ୍ରୀମାନେ ତାଙ୍କ ନାମରେ ଏହି ଅଭିଯୋଗ ଆଣିଥିଲେ । ଛାତ୍ରୀମାନେ ଏକାଠି ହୋଇ ଏହାର ବିରୋଧ କରିବା ସହ ତାଙ୍କୁ ଘେରାଉ କରିଥିଲେ । ପରେ ଅଭିଭାବକଙ୍କୁ ଡାକି ପୁଲିସ୍ ଖବର ଦିଆଯାଇଥିଲା । ନାମ ଲେଖା ବେଳେ ନିଆଯାଇଥିବା ସାର୍ଟିଫିକେଟ ଏବଂ ଟଙ୍କା ଫେରାଇ ଦେବାକୁ ଦାବି କରିଛନ୍ତି ଛାତ୍ରୀମାନେ ।

error: Thank You Keep Visiting