ବିସ୍ଫୋରକ ବୋଝେଇ ଟ୍ରକ ସହ ଏକ ଭ୍ୟାନ ଜବତ, ୫ଜଣ ଅଟକ

Straight to the Point

କୋରାପୁଟ : ବିସ୍ଫୋରକ ବୋଝେଇ ଟ୍ରକ ସହ ଏକ ଭ୍ୟାନ ଜବତ ହୋଇଛି । ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ପଟାଙ୍ଗିରୁ ୨ଟି ଗାଡି ଜବତ କରିଛି । ଏହାସହ ୫ଜଣଙ୍କୁ ଅଟକ ରଖିଛି । ଟ୍ରକ ଓ ଭ୍ୟାନରେ ବିସ୍ଫୋରକ ସାମଗ୍ରୀ ଆନ୍ଧ୍ର ଚିଲିକାତଲମରୁ ସେମିଳିଗୁଡା ଯାଉଥିଲା ବୋଲି ଜଣାପଡିଛି । ପୁଲିସ ଏହାର ତଦନ୍ତ ଆରମ୍ଭ କରୁଛି । ତଦନ୍ତ ପରେ ଏହା ପଛରେ ଥିବା କାରଣ ସାମ୍ନାକୁ ଆସିବ ବୋଲି ପୁଲିସ ସୂଚନା ଦେଇଛି ।

error: Thank You Keep Visiting