ପରିବାରବର୍ଗଙ୍କ ସହ ଶ୍ରୀଜିଉଙ୍କ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ କେସିଆର

Straight to the Point

ପୁରୀ : ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆର ପୁରୀର ଶ୍ରୀମନ୍ଦିରରେ ପହଞ୍ଚି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି । ତାଙ୍କ ପରିବାରବର୍ଗ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି । ଏହି କାରଣରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ତାଙ୍କ ସହ ପୁରୀ ଜିଲ୍ଲାପାଳ ଓ ଦୁଇ କୌଳିକ ପଣ୍ଡା ରହିଛନ୍ତି ।

error: Thank You Keep Visiting