ଭୁଶୁଡିଲା ମା’ ବିରଜାଙ୍କ ନବନିର୍ମିତ ପଥର ଫାଟକ, ୧ଗୁରୁତର

Straight to the Point

ଯାଜପୁର : ଯାଜପୁର ମା’ବିରଜାଙ୍କ ଜନ୍ମସ୍ଥାନ ବ୍ରାମହାକୁଣ୍ଡରେ ଏକ ଅଭାବନୀୟ ଘଟଣା ଘଟିଛି । ବ୍ରାମହାକୁଣ୍ଡରେ ନବନିର୍ମିତ ପଥର ଫାଟକ ଭୁଶୁଡ଼ି ଯିବାରୁ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ହେଲେ ଦେବିଦ୍ୱାରର ତୁଷାର ରଞ୍ଜନ କର । ତାଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ନିମ୍ନମାନୂ କାମକୁ ନେଇ ଏହି ଅଭାବନୀୟ ଘଟଣା ଘଟିଥିବାର ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ।

error: Thank You Keep Visiting