ସ୍ୱତନ୍ତ୍ର ବିମାନ ଯୋଗେ ଆଇଆଇଟି ଗସ୍ତରେ ପିଏମ୍ ମୋଦୀ

Straight to the Point

ଭୁବନେଶ୍ୱର : ଭୁବନେଶ୍ୱର ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର ହେଲିକପ୍ଟରରେ ଆଇଆଇଟିରେ ପ୍ରଧାନମନ୍ତ୍ରୀ ପହଞ୍ଚିଛନ୍ତି । ଆଇଆଇଟି ଭୁବନେଶ୍ୱରକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ମୋଦୀ ସମର୍ପଣ କରିବେ । ଏତଦ ବ୍ୟତୀତ ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ ମଧ୍ୟ କରିବେ ।

error: Thank You Keep Visiting