ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କୁ ଜାତୀୟ ଗୌରବ ସମ୍ମାନ-୨୦୧୮

Straight to the Point

ଭୁବନେଶ୍ୱର : ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମାଜସେବା, ଲୋକପ୍ରିୟତା ଓ ଆଦର୍ଶ ବିଧାୟକ ପାଇଁ ନୂଆଦିଲ୍ଲୀସ୍ଥିତ ବିଜ୍ଞାନ ଭବନଠାରେ ଇଣ୍ଡିଆନ ବ୍ରେଭହାର୍ଟ ସଂସ୍ଥା ଦ୍ୱାରା ଆୟୋଜିତ ଏକ ଉତ୍ସବରେ ଜାତୀୟ ଗୌରବ ସମ୍ମାନ-୨୦୧୮ରେ ସମ୍ମାନିତ କରାଯାଇଛି । ପ୍ରକାଶଥାଉକି, ୨୦୧୩ ବର୍ଷ ପାଇଁ ନୂଆଦିଲ୍ଲୀସ୍ଥିତ ଫ୍ରେଣ୍ଡସିପ୍ ଫୋରମ ସଂସ୍ଥା ଦ୍ୱାରା ଇନ୍ଦିରା ଗାନ୍ଧୀ ଏକ୍ସଲେନ୍ସ ଆୱାର୍ଡ ଦ୍ୱାରା ବିଧାୟକ ଶ୍ରୀ ମିଶ୍ରଙ୍କୁ ସମ୍ମାନୀତ କରାଯାଇଥିଲା । ଏହି ଖବର ଚାରିଆଡେ ପ୍ରସାରିତ ହେବା ପରେ ଭୁବନେଶ୍ୱର ବ୍ଲକ ଅନ୍ତର୍ଗତ ଦାଢ଼ା ପଞ୍ଚାୟତ ତରଫରୁ ବିଧାୟକ ଶ୍ରୀ ମିଶ୍ରଙ୍କୁ ପୁଷ୍ପମାଲ୍ୟ ଦେଇ ସମ୍ବର୍ନ୍ଧନା କରାଯାଇଥିଲା ।

error: Thank You Keep Visiting