ଗୁଣ୍ଡଚା ମନ୍ଦିର ନାକଚଣା ଦ୍ୱାରରେ ଗୁଳି ମାଡ଼,୧ ଆହତ

Straight to the Point

ପୁରୀ : ଗୁଣ୍ଡଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଜଣେ ଯୁବକଙ୍କୁ ଗୁଳିମାଡ । ଏହି ଗୁଳିମାଡରେ ପାରା ନାମକ ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କୁ ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ପୁରୀ ଜିଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନାନୁଯାୟୀ, ମଙ୍ଗଳବାର ସକାଳେ ୨/୩ ଜଣ ଯୁବକ ପାରାଙ୍କୁ ନାକଚଣା ଦ୍ୱାର ସମ୍ମୁଖରେ ଗୁଳିମାଡ କରି ଫେରାର ହୋଇ ଯାଇଛନ୍ତି । ପୂର୍ବ ଶତ୍ରୁତାରୁ ଏହି ଗୁଳିମାଡ ହୋଇଥିବା ସନ୍ଦେହ କରାଯାଉଛି ।

error: Thank You Keep Visiting