ବିକାଶ ସହିତ ୫୯ ନଂ ବିଧାନସଭାର ପ୍ରତିନିଧି

Straight to the Point

ଅନୁଗୁଳ:-ଢେଙ୍କାନାଳ ଲୋକସଭା ନିର୍ବାଚନ ମଣ୍ଡଳୀର ୫୯ ନଂ ବିଧାନସଭା (ପାଲଲହଡା) ର ବିଧାୟକ ମହେଶ ସାହୁଙ୍କ କାର୍ଯ୍ୟକ୍ରମର ମୁଖ୍ୟାଂଶ । ଦଳର ୨୧ ତମ ପ୍ରତିଷ୍ଟା ଦିବସରେ ଅଗଣିତ କାର୍ଯ୍ୟକର୍ତା ଓ ଅଂଚଳର ସମସ୍ତଙ୍କୁ ଅଭିନନ୍ଦନ ।

ଆପଣଙ୍କ ସହଯୋଗ ଓ ଆଶିର୍ବାଦରେ :-
– ପୂର୍ତ ବିଭାଗ ରାସ୍ତାର ଉନ୍ନତି ପାଇଁ ଅଦ୍ୟାବଧି ୩୦୦ କୋଟି ।
– ଗ୍ରାମ୍ୟ ଉନ୍ନୟନ ରାସ୍ତାର ଉନ୍ନତି ପାଇଁ ଅଦ୍ୟାବଧି ୧୮ କୋଟି ।
– କଳା ବିକାଶ କେନ୍ଦ୍ରର ଉନ୍ନତି ।
– ଖୁଲୁଡି ଓ ବୁଲାଝର ପର୍ଯ୍ରଟନ କ୍ଷେତ୍ରର ଉନ୍ନତି ।
– ୪୭ ଟି ବିଯୋଗ ସ୍ଥାନକୁ ସଂଯୋଗ ।
– ଅପହଂସ ଅଂଚଳ ନଗିରା ଓ ବରଡିହି ପାଇଁ ୨୫ କୋଟି ଟଙ୍କାର ସ୍ୱତନ୍ତ୍ର ଯୋଜନା ।
– ଶିକ୍ଷାନୁଷ୍ଠାନ ଓ ମନ୍ଦିର, ମସଜିଦ୍ ର ପୁନରୁଦ୍ଧାର ।
– କଣିହାଁ ଓ ପାଲଲହଡା ବ୍ଲକର ଜଳକଷ୍ଟ ଅଂଚଳକୁ ପାଇପ୍ ଯୋଗେ ଜଳ ଯୋଗାଣ ପାଇଁ ପଦକ୍ଷେପ ଓ ପ୍ରକଳ୍ପ ଅନୁମୋଦିତ ।
– ଅବସର ଭବନ, ଶିକ୍ଷକ ଭବନ, ସଂସ୍କୃତି ଭବନ ଓ ଶ୍ରମିକ ଭବନ ସହ ସଂସ୍କୃତି ଭବନ ପାଇଁ ପଦକ୍ଷେପ ଓ ଅନେକ କାର୍ଯ୍ୟ ଅବ୍ୟାହତ ।
– ମାସକୁ ୧୮ ଦିନ ଆମ ପ୍ରତିନିଧି ଆମ ଅଂଚଳରେ ଯାହାକି ଅତୀତରେ ସୁଯୋଗ ନଥିଲା ।
– ସର୍ବାଧିକ ପ୍ରସଙ୍ଗ ରାଜ୍ୟ ବିଧାନସଭାରେ ଦୃଷ୍ଟି ଆକର୍ଷଣ ।
– କଣିହାଁ ଓ ପାଲଲହଡା ବ୍ଲକରେ ଆଦର୍ଶ ବିଦ୍ୟାଳୟ, ଦକ୍ଷତା ତାଲିମ କେନ୍ଦ୍ର, ଭିନ୍ନକ୍ଷମ ପ୍ରଶିକ୍ଷଣ କେନ୍ଦ୍ର ଅନେକ ଯାହା ଆପଣ ଅନୁଭବି ।

error: Thank You Keep Visiting