ଗଜପତି ଗସ୍ତ କରିବେ ନବୀନ, ୧୨୯ଟି ପ୍ରକଳ୍ପର କରିବେ ଉଦଘାଟନ

Straight to the Point
ଗଜପତି : ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଜପତି ଜିଲ୍ଲା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ୬୬ କୋଟି ଟଙ୍କା ମୂଲ୍ୟର ୧୨୯ଟି ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ।

ଏହା ସହିତ  ଜିଲ୍ଲାରେ ୧୪ କୋଟି ଟଙ୍କା ମୂଲ୍ୟର ୯୮ଟି ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯିବ । ସେହିପରି ନବାନ ବୌଦ୍ଧ ଧର୍ମର ଗୁରୁ ପଦ୍ମ ସମ୍ଭବଙ୍କ ପ୍ରତିମୂର୍ତ୍ତି ଅନାବରଣ କରିବାର ମଧ୍ୟ କାର୍ୟ୍ୟକ୍ରମ ରହିଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ପାଇଁ ଜିଲ୍ଲାରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଜିଲ୍ଲା ମାଓପ୍ରବଣ ହୋଇଥିବାରୁ ଯାନବାହନ ଯାଂଚ କରାଯିବା ସହ ରାସ୍ତା ବ୍ଲକିଂ କରାଯାଇ ରାଜ୍ୟ ବାହାର ଗାଡିକୁ ତଦାରଖ କରାଯାଉଛି ।

error: Thank You Keep Visiting