ବିଜେପିର ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ

Straight to the Point

ନୟାଗଡ଼ : ବିଜେପି ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଛି। ଗୋଟିଏ ଗୋଷ୍ଠୀ ମିଟିଂ କରୁଥିବା ବେଳେ ଅନ୍ୟ ଗୋଷ୍ଠୀ ଆକ୍ରମଣ କରିଥିଲା। ଉଭୟ ପକ୍ଷର କର୍ମୀଙ୍କ ମଧ୍ୟରେ ବିଧା, ଚାପୁଡ଼ା ଓ ମୁଥ ମାଡ଼ ହୋଇଥିଲା।

ନୟାଗଡ଼ର ଏକ ହୋଟେଲ୍‌ରେ ଆଜି ବୈଠକ ଚାଲିଥିଲେ। ଗୋଟିଏ ଗୋଷ୍ଠୀକୁ ଏହି ଗଣ୍ଡଗୋଳ ହୋଇଥିଲା। ମାରପିଟରେ କିଛି କର୍ମୀଙ୍କ ମୁଣ୍ଡ ମଧ୍ୟ ଫାଟିଛି। ଚେୟାର ଭାଙ୍ଗିଛି। ଚେୟାର ଉଠାଇ କର୍ମୀମାନେ ପରସ୍ପରକୁ ମାରୁଥିବା ଦେଖିବାକୁ ମିଳିଥିଲା।

error: Thank You Keep Visiting