ଏସସିବି ମେଡିକାଲର ସର୍ଜରୀ ୱାର୍ଡ ମୁଖ୍ୟ ଓଟିରେ ଅଗ୍ନିକାଣ୍ଡ

Straight to the Point

କଟକ: ଏସସିବି ମେଡିକାଲର ସର୍ଜରୀ ୱାର୍ଡ ମୁଖ୍ୟ ଓଟିରେ ଅଗ୍ନିକାଣ୍ଡ ଘଟିଛି । ଗୁରୁବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଏଥିରେ ଗୋଟିଏ ଫ୍ୟାନ୍ ଜଳି ଯାଇଛି । ଅଗ୍ନିକାଣ୍ଡ ବିଷୟରେ ଜଣାପଡିଲା ପରେ ତୁରନ୍ତ ନିଆଁକୁ ଆୟତ୍ତ କରାଯାଇଥିଲା। ଅଗ୍ନିକାଣ୍ଡ ପରେ ୱର୍ଡର ମୁଖ୍ୟ ଓଡି ବନ୍ଦ ରହିଛି । ଅଗ୍ନିକାଣ୍ଡରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

error: Thank You Keep Visiting