ଆସନ୍ତା ୪୮ ଘଣ୍ଟା ମଧ୍ୟରେ ସାରା ଓଡ଼ିଶାରେ ମୌସୁମୀ ବର୍ଷା ସମ୍ଭାବନା

Straight to the Point

ଭୁବନେଶ୍ୱର: ମୌସୁମୀ ସାରା ରାଜ୍ୟରେ ସକ୍ରିୟ ହେବାକୁ ଆଉ ୪୮ ଘଂଟା ଲାଗି ପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆ ଯାଇଛି । ତେବେ ରାଜ୍ୟରେ ମୌସୁମୀ ଧୀରେ ଧୀରେ ସକ୍ରିୟ ହେଉଛି ।
ମିଳିଥିବା ସୂଚନା ଅନୁସାରେ ରବିବାର ଦିନ ଉପକୂଳରେ ମୌସୁମୀ ପ୍ରଭାବରେ ଅ।।ଜି କିଛି ସ୍ଥାନରେ ବର୍ଷା ହୋଇଛି । ସେହିପରି ଆଗାମୀ ୨୪ ଘଂଟା ମଂଧ୍ୟରେ ହିତ ଉତର ଓଡିଶାରେ ପ୍ରବଳ ବର୍ଷାର ପୂର୍ବାନୁମାନ କରିଛି ଅଂଚଳିକ ପାଣିପାଗ ବିଭାଗା
ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହା ଯାଇଛି ଯେ ଆସନ୍ତା ୨୪ ଘଂଟା ମଧ୍ୟରେ ରାଜ୍ୟର ୯ଟି ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହୋଇ ପାରେ । ଏହି ୯ଟି ଜିଲ୍ଲା ହେଉଛି- କେଉଁଝର, ବାଲେଶ୍ୱର, ମାୂରଭଞ୍ଜ, ସୁନ୍ଦରଗଡ଼, ଭଦ୍ରକ, ଦେଓଗଡ଼, ଅନୁଗୁଳ, ଯାଜପୁର ଓ କେନ୍ଦ୍ରାପଡ଼ା ।

error: Thank You Keep Visiting