ରାଜନତିକ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଏହି ବିଭାଜନ କରୁଛି : ବିଜେଡି

Straight to the Point

ଭୁବନେଶ୍ବର,(ଓଡ଼ିଶା ଜର୍ଣ୍ଣାଲ): ପୂର୍ବତଟ ରେଳବାଇ ବିଭାଜନକୁ ବିରୋଧ କରି ବିଜେଡି ଆନ୍ଦୋଳନକୁ ଓହ୍ଲାଇଛି । ଆନ୍ଧ୍ର ଓ ତେଲେଙ୍ଗାନାର ସ୍ବାର୍ଥ ପାଇଁ ଓଡିଶାକୁ ବଳି ପକାଯାଉଛି ଏବଂ ରାଜନୌତିକ ସ୍ବାର୍ଥ ଦୃଷ୍ଟିରୁ କେନ୍ଦ୍ର ଏହି ବିଭାଜନ କରୁଛି ବୋଲି ବିଜେଡି ଅଭିଯୋଗ ଆଣିଛି । ଏହାର ପ୍ରତିବାଦରେ ବିଜେଡି କର୍ମକର୍ତ୍ତାମାନେ ଶନିବାର ପୂର୍ବତଟ ରେଳବାଇ ମୁଖ୍ୟାଳୟ ସାମ୍ନାରେ ଧାରଣାରେ ବସିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି ।

error: Thank You Keep Visiting