ଲୋକସଭା ୨୦୧୯ ନିର୍ବାଚନରୁ ଓହରିଲେ ତଥାଗତ

Straight to the Point

(ଓଡ଼ିଶା ଜର୍ଣ୍ଣାଲ) : ବିଜେଡିର ବରିଷ୍ଠ ନେତା ତଥା ଲୋକସଭା ସଂସଦ ତଥାଗତ ସତପଥୀ ୨୦୧୯ ନିର୍ବାଚନ ଲଢେଇରୁ ନିଜକୁ ଦୂରେଇ ରଖିବାକୁ ନିଷ୍ପତ୍ତି ନେ୍ଇଥିବା ଶୁଣିବାକୁ ମିଳୁଛି । ତଥାଗତଙ୍କ ନିକଟ ମହଲରୁ ଏହି ଖବର ମିଳିଥିବା ବେଳେ ସେ ଏନେଇ ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଖୁବଶୀଘ୍ର ଅବଗତ କରିବେ ବୋଲି କୁହାଯାଉଛି । ସେ ଏବେ ନଜେ ସମ୍ପାଦନ କରୁଥିବା ଦୈନିକ ଖବର କାଗଜ କଥା ବୁଝାବୁଝି କରିବେ । ତଥାଗତ ଏବେ ଢେଙ୍କାନାଳ ଲୋକସଭା ଆସନରୁ ବିଜେଡି ସାଂସଦ ଅଛନ୍ତି ।

error: Thank You Keep Visiting