ବିଧାନସଭା ଆସନ ପାଇଁ ବିଜେଡିର ୩ୟ ଓ ୪ର୍ଥ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା

Straight to the Point

ଭୁବନେଶ୍ୱର : ତୃତୀୟ ପର୍ଯ୍ୟାୟ ସାଧାରଣ ନିର୍ବାଚନ ପାଇଁ ଗୁରୁବାର ବିଜ୍ଞପ୍ତି ଜାରି ହେବାକୁଥିବା ବେଳେ ବିଜେଡି ପକ୍ଷରୁ କେତେକ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ବୁଧବାର ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ସାଂସଦ ପ୍ରତାପ ଦେବଙ୍କୁ ଆଳି ବିଧାନସଭା ଆସନ ପାଇଁ ପ୍ରାର୍ଥୀ କରାଯାଇଛି । ସେହିପରି ନୟାଗଡ଼ରୁ ଅରୁଣ ସାହୁ, ବଡ଼ମ୍ବା-ନରସିଂହପୁରରୁ ଦେବୀ ପ୍ରସାଦ ମିଶ୍ର, ବ୍ରହ୍ମଗିରିରୁ ସଞ୍ଜୟ ଦାସ ବର୍ମା, ଭୋଗରାଇ ବିଧାନସଭା ଆସନ ପାଇଁ ଅନନ୍ତ ଦାସଙ୍କ ନାମ ଘୋଷଣା କରାଯାଇଛି।

ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ

ଭୁବନେଶ୍ବର ଏକାମ୍ର – ଅଶୋକ ଚନ୍ଦ୍ର ପଣ୍ଡା

ବିଞ୍ଝାରପୁର- ପ୍ରମିଳା ମଲ୍ଲିକ

ଧର୍ମଶାଳା- ପ୍ରଣବ ବଳବନ୍ତରାୟ

ରେମୁଣା- ସୁଧାଂଶୁ ପରିଡା

ସାଲେପୁର- ପ୍ରଶାନ୍ତ ବେହେରା

error: Thank You Keep Visiting