ବିଜେଡିର କଟକ ଲୋକସଭା ସମେତ ୯ଟି ବିଧାନସଭା ପ୍ରାର୍ଥୀ ଘୋଷଣା

Straight to the Point

ଭୁବନେଶ୍ବର : ବିଜୁଜନତା ଦଳ ପକ୍ଷରୁ ସୋମବାର କଟକ ଲୋକସଭା ଆସନ ସମେତ ୯ଟି ବିଧାନସଭା ଆସନ ପାଇଁ
ପ୍ରାର୍ଥୀ ଘୋଷଣା କରାଯାଇଛି। କଟକ ଲୋକସଭା ଆସନ ପାଇଁ ସାଂସଦ ଭର୍ତ୍ତୃହରି ମହତାବଙ୍କ ନାମ ଘୋଷଣା କରାଯାଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି।

ଜୟଦେବ ବିଧାନସଭା ଆସନରୁ ଅରବିନ୍ଦ ଢାଲିଙ୍କୁ ପ୍ରାର୍ଥୀ କରାଯାଇଛି । ସେହିପରି ଚିଲିକାରୁ ପ୍ରଶାନ୍ତ ଜଗଦ୍ଦେବ, ଖୋର୍ଦ୍ଧାରୁ ଜ୍ୟୋତିନ୍ଦ୍ରନାଥ ମିତ୍ରଙ୍କ ନାମ ଘୋଷଣା କରାଯାଇଛି।

କଟକ ଲୋକସଭା ଆସନ – ଭର୍ତ୍ତୃହରି ମହତାବ
 ବିଜେଡି ବିଧାନସଭା ଆସନ ପ୍ରାର୍ଥୀ

ଜୟଦେବ – ଅରବିନ୍ଦ ଢାଲି

ବେଗୁନିଆ – ରାଜେନ୍ଦ୍ର କୁମାର ସାହୁ

ଚିଲିକା – ପ୍ରଶାନ୍ତ ଜଗଦ୍ଦେବ

ଖୋର୍ଦ୍ଧା – ଜ୍ୟୋତିରିନ୍ଦ୍ରନାଥ ମିତ୍ରଙ୍କ

ବରୀ – ସୁନନ୍ଦା ଦାସ

ବସ୍ତା- ନିତ୍ୟାନନ୍ଦ ସାହୁ

ମୋରଡା- ରାଜ କିଶୋର ଦାସ

ରାଇରଙ୍ଗପୁର – ବାସନ୍ତି ମାରାଣ୍ଡି

ଦେବଗଡ – ଆର. ଆର ବିଶ୍ବାଳ

error: Thank You Keep Visiting