ଦୁଇଟି ଆସନରୁ ନିର୍ବାଚନ ଲଢିବେ ନିରଞ୍ଜନ ପଟ୍ଟନାୟକ

Straight to the Point

ଭୁବନେଶ୍ୱର :  କଂଗ୍ରେସ ପ୍ରଦେଶ ଅଧ୍ୟକ୍ଷ ନିରଞ୍ଜନ ପଟ୍ଟନାୟକ ବିଧାନସଭା ପାଇଁ ଦୁଇଟି ଆସନରୁ ନିର୍ବାଚନ ଲଢିବେ । ସେ କେନ୍ଦୁଝରର ଘଷିପୁରା ସହ ଭଦ୍ରକର ଭଣ୍ଡାରୀପୋଖରୀରୁ ନିର୍ବାଚନ ଲଢିବେ । ଘଷିପୁରାର ବିଜେଡି ପ୍ରାର୍ଥୀ ତଥା ମନ୍ତ୍ରୀ ବଦ୍ରି ପାତ୍ର, ନିରଞ୍ଜନ ପଟ୍ଟନାୟକଙ୍କୁ ଘଷିପୁରାରୁ ନିର୍ବାଚନ ଲଢିବା ପାଇଁ ଆହ୍ୱାନ ଦେଇଥିଲେ ।

error: Thank You Keep Visiting