ମାତ୍ର ୧ ଟଙ୍କାରେ ମିଳିବ ଡାଲି,ଲୁଣ ଏବଂ ଚାଉଳ

Straight to the Point

ଭୁବନେଶ୍ବର : ବିଜେପି କ୍ଷମତାକୁ ଅସିଲେ ୧ ଟଙ୍କାରେ ଖାଦ୍ୟ ସାମଗ୍ରୀ ମିଳିବ । ଡାଲି, ଚାଉଳ ଏବଂ ଲୁଣ ମାତ୍ର ୧ ଟଙ୍କାରେ ମିଳିବ ।

୫ ଶହ ଗ୍ରାମ ଡାଲି, ୫ ଶହ ଗ୍ରାମ ଲୁଣ ଏବଂ ୫ କୋଜି ଚାଉଳ ମାତ୍ର ୧ ଟଙ୍କାରେ ମିଳିବ । ଜାତୀୟ ସୁରକ୍ଷା ଯୋଜନାରେ ମୋଟ ୩କୋଟି ୨୬ ଲକ୍ଷ ହିତାଧୀକାରୀ ଉପକୃତ ହେବେ ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କରିଛନ୍ତି ।

error: Thank You Keep Visiting