ପ୍ରଧାନମନ୍ତ୍ରୀଙ୍କ ଗସ୍ତର ଏପାଖ ସେପାଖ

Straight to the Point

କେନ୍ଦ୍ରାପଡା: ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଜୟ ଜଗନ୍ନାଥ, ଜୟ ବଳଦେବଜୀଉଙ୍କ ନାମ ନେଇ ଭାଷଣ ଆରମ୍ଭ କରିଥିଲେ । ଗୁଜୁରାଟରୁ ନିଜର ମତଦାନ କରି ସେ ଏହି କାର୍ଯ୍ୟକ୍ରମକୁ ଆସିଥିବା କଥା ପ୍ରକାଶ କରିଥିଲେ । ସେ ଓଡିଆ ଭାଷାରେ ଭାଷାଣରେ ବିଧାନ ସଭା ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ଆହ୍ୱାନ ଦେଇଥିଲେ ।

ନିର୍ଦ୍ଧାରିତ ସମୟର ୩୦ ମିନଟ ବିଳମ୍ବରେ ପହଞ୍ଚିଲେ

ମୋଦଙ୍କ ଗ୍ରସ୍ତ ସମୟ ୧୧.୩୦ ଥିବା ବେଳେ ସେ ଅଧଘଣ୍ଟା ବିଳମ୍ବରେ ଅର୍ଥାତ ଠିକ ୧୨ ସମୟରେ ତାଙ୍କ ହେଲିକାପ୍ଟର ହେଲି ପ୍ୟାଡରେ ଅଭତରଣ କରିଥିଲା । ୩ଟି ବାୟୁସେନା ବିମାନରେ ସେ ହେଲି ପ୍ୟାଡରେ ଅବତରଣ କରିଥିଲେ । ତାଙ୍କୁ ସେଠାରୁ ପାଛୋଟି ନେବାକୁ ବୈଜୟନ୍ତ ପଣ୍ଡା, କନକବର୍ଦ୍ଧନ ସିଂଦେଓ, ବିଜୟ ମହାପାତ୍ର, ରାଜ୍ୟ ପ୍ରଭାରୀ ଅରୁଣ ସିଂ ପ୍ରମୁଖ ସଭାସ୍ଥଲକୁ ପାଛୋଟି ନେଇଥିଲେ ।

error: Thank You Keep Visiting