ଓଡ଼ିଶାକୁ ସହାୟତାର ହାତ ବଢାଇଲା କେରଳ

An Independent Media

ଭୁବନେଶ୍ୱର :ବାତ୍ୟା ଫୋନିରେ ବିଧ୍ୱସ୍ତ ହୋଇଥିବା ଓଡ଼ିଶାକୁ ସହାୟତା ପ୍ରସ୍ତାବ ଦେଲା କେରଳ। ଏନେଇ କେରଳ ମୁଖ୍ୟମନ୍ତ୍ରୀ ପିନରାୟୀ ବିଜୟନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଓଡ଼ିଶାକୁ ସବୁ ପ୍ରକାର ସହାୟତା ଯୋଗାଇ ଦେବାକୁ କେରଳ ପ୍ରସ୍ତୁତ ବୋଲି କେରଳ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।

error: Thank You Keep Visiting