ଫନି କ୍ଷତିଗ୍ରସ୍ତଙ୍କ ପାଇଁ ଦଲାଇଲାମାଙ୍କ ସହାୟତା ରାଶି ଘୋଷଣା

Straight to the Point

ଭୁବନେଶ୍ୱର : ଫନି କ୍ଷତିଗ୍ରସ୍ତଙ୍କ ପାଇଁ ତିବତ୍ତୀୟ ଧର୍ମଗୁରୁ ଦଲାଇଲାମା ୧୦ ଲକ୍ଷ ଟଙ୍କାର ସହାୟତା ଘୋଷଣା କରିଛନ୍ତି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟଙ୍କ ନିକଟକୁ ଚିଠି ଲେଖି ଅବଗତ କରିଛନ୍ତି। ସେହିପରି ରାଜ୍ୟ ସରକାରଙ୍କ ପକ୍ଷରୁ ରିଲିଫ୍ ଓ ଉଦ୍ଧାର କାର୍ଯ୍ୟକୁ ପ୍ରଶଂସା କରିଛନ୍ତି ଦଲାଇଲାମା। ବାତ୍ୟା ଫୋନି ଯୋଗୁଁ ଓଡ଼ିଶାର ପୁରୀ ଓ ଭୁବନେଶ୍ୱରରେ ବ୍ୟାପକ ପରିମାଣରେ କ୍ଷୟକ୍ଷତି ହୋଇଛି।

error: Thank You Keep Visiting