ପୁରୀବାସୀଙ୍କ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କଲେ ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା

Straight to the Point

ଭୁବନେଶ୍ୱର : ବାତ୍ୟା ପ୍ରଭାବିତ ଅଞ୍ଚଳରେ ବେଶିମାତ୍ରାରେ ପ୍ରଭାବିତ ହୋଇଥିବା ପୁରୀବାସୀଙ୍କ ସ୍ୱାସ୍ଥ୍ୟସେବା ଅନୁଧ୍ୟାନ କରିଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ପ୍ରତାପ ଜେନା । ସ୍ଥିତି ଅନୁଧ୍ୟାନ ପରେ ପୁରୀକୁ ଆଉ ୬୦ ଜଣ ଡାକ୍ତର ପଠାଯାଇଥିବା ସେ ସୂଚନା ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ, ବାତ୍ୟା ସମୟରେ ୧୬୦୦ ଗର୍ଭବତୀ ଡାକ୍ତରଖାନା ଆସିଥିଲେ । ସେମାନଙ୍କ ମଧ୍ୟରୁ ୩୩୦ ଜଣ ପ୍ରସବ କରିସାରିଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଯଥେଷ୍ଟ ପରିମାଣର ଔଷଧ ଓ ପ୍ରତିଶେଧକ ମହଜୁଦ ଥିବା ସେ ସୂଚନା ଦେଇଛନ୍ତି ।

error: Thank You Keep Visiting