୮୬ଟି ଆସନରେ ବିଜେଡି ଓ ୨୭ଟିରେ ବିଜେପି ଆଗରେ

An Independent Media

ଭୁବନେଶ୍ୱର: ଆଜି ସାରା ଦେଶରେ ଭୋଟ୍‌ ଗଣତି ଚାଲିଛି। ତେବେ ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭା ଆସନ ପାଇଁ ଗଣତି ହେଉଛି। ୬୩ଟି ଭୋଟ୍‌ ଗଣତି କେନ୍ଦ୍ରରେ ଏକ ସମୟରେ ଚାଲିଛି ଗଣତି। ଓଡ଼ିଶାରେ ୧୪୬ଟି ଆସନ ପାଇଁ ମତଦାନ ହୋଇଥିବା ବେଳେ ଶେଷ ଖବର ସୁଦ୍ଧା ୧୨୦ଟି ଆସନର ଗଣତି ଫଳାଫଳ ଆସୁଛି। ଏହି ଆସନ ଗୁଡ଼ିକରେ ଏବେବି ଗଣତି ଚାଲିଥିବା ବେଳେ ୮୬ଟି ଆସନରେ ବିଜେଡି ଆଗରେ ରହିଥିବା ବେଳେ ୨୨ଟି ଆସନରେ ବିଜେପି ଆଗରେ ରହିଛି। କଂଗ୍ରେସ ମାତ୍ର ୧୧ଟି ଆସନରେ ଆଗରେ ରହିଛି। ଅନ୍ୟାନ୍ୟ ଦଳ ୧ଟି ଆସନରେ ଆଗରେ ଅଛନ୍ତି।

error: Thank You Keep Visiting