ବିଜେଡ଼ି ସାଂସଦ ପ୍ରାର୍ଥୀ ମହେଶ ସାହୁ ତାଳଚେରରେ ଆଗୁଆ

Straight to the Point

ତାଳଚେର: ବିଜେଡ଼ି ଲୋକସଭା ପ୍ରାର୍ଥୀ ମହେଶ ସାହୁ ୬୦ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୨ ରାଉଣ୍ଡ ସୁଦ୍ଧା ୮୬୦୬ ଭୋଟ୍ ବ୍ୟବଧାନରେ ଆଗୁଆ ରହିଛନ୍ତି । ବିଜେଡ଼ି ସାଂସଦ ପ୍ରାର୍ଥୀ ଶ୍ରୀ ସାହୁ ୪୮,୩୯୨ ଭୋଟ୍ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ ରୁଦ୍ରନାରାୟଣ ପାଣି ୩୯,୭୮୬ ଭୋଟ୍ ପାଇଛନ୍ତି । ସେହିପରି କଂଗ୍ରେସ ପ୍ରାର୍ଥୀ ରାଜା କାମାକ୍ଷା ପ୍ରସାଦ ସିଂହଦେଓ ୪,୭୯୪ ଭୋଟ୍ ପାଇଥିବା ଜଣାପଡ଼ିଛି । ଉଭୟ ଢ଼େଙ୍କାନାଳ ସାଂସଦ କ୍ଷେତ୍ର ଓ ତାଳଚେର ବିଧାନସଭା କ୍ଷେତ୍ରରୁ ଉଭୟ ବିଜେଡ଼ି ପ୍ରାର୍ଥୀ ଶ୍ରୀ ସାହୁ ଓ ଶ୍ରୀ ପ୍ରଧାନଙ୍କ ବିଜୟ ସୁନିଶ୍ଚିତ ବୋଲି ଜଣାପଡ଼ିଛି ।

error: Thank You Keep Visiting