ବିଜୟ ପଥରେ ତାଳଚେରରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ

Straight to the Point

୨୪ ରାଉଣ୍ଡ ସୁଦ୍ଧା ୧୯ ହଜାର ୫୬୫ ଭୋଟରେ ଆଗୁଆ

ତାଳଚେର: ୬୦ ତାଳଚେର ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡ଼ି ପ୍ରାର୍ଥୀ ବ୍ରଜ କିଶୋର ପ୍ରଧାନ ବିଜୟ ପଥରେ ଆଗୁସାର ହେଉଥିଲା ବେଳେ ୨୪ ରାଉଣ୍ଡ ସୁଦ୍ଧା ସେ ୧୯ ହଜାର ୫୬୫ ଭୋଟ୍ରେ ଆଗୁଆ ଥିବା ଜଣାପଡ଼ିଛି । ବିଜେଡ଼ି ପ୍ରାର୍ଥୀ ଶ୍ରୀ ପ୍ରଧାନ ୫୬୬୨୮ ଭୋଟ୍ ପାଇଥିଲା ବେଳେ ବିଜେପି ପ୍ରାର୍ଥୀ କାଳନ୍ଦି ସାମଲ ୩୭୧୬୩ ଭୋଟ୍ ୨୪ ରାଉଣ୍ଡ ସୁଦ୍ଧା ପାଇଛନ୍ତି ।

error: Thank You Keep Visiting