ନବୀନଙ୍କ ନବ ଗଠିତ କ୍ୟାବିନେଟରେ ବିଭାଗ ବଣ୍ଟନ;କାହାକୁ ମିଳିଲା କେଉଁ ବିଭାଗ

Straight to the Point

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ନବ ଗଠିତ କ୍ୟାବିନେଟ ମଧ୍ୟରେ ବୁଧବାର ବିଭାଗ ବଣ୍ଟନ କରିଛନ୍ତି । ନିଜ ପାଖରେ ଗୃହ ଓ ସାଧାରଣ ପ୍ରଶାସନ ବିଭାଗ ରଖିଥିବା ବେଳେ ଅନ୍ୟ ୨୦ ଜଣ ମନ୍ତ୍ରୀଙ୍କ ମଧ୍ୟରେ ବିଭିନ୍ନ ବିଭାଗ ବଣ୍ଟନ କରିଛନ୍ତି।

ମୁଖ୍ୟମନ୍ତ୍ରୀ
ନବୀନ ପଟ୍ଟନାୟକ :
 ଗୃହ,ସାଧାରଣ ପ୍ରଶାସନ ବିଭାଗ ଓ ଅଭିଯୋଗ

ରାଷ୍ଟ୍ରମନ୍ତ୍ରୀ
ଅଶୋକ ଚନ୍ଦ୍ର ପଣ୍ଡା:
 ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ
ସମୀର ରଞ୍ଜନ ଦାଶ: ସ୍କୁଲ ଓ ଗଣ ଶିକ୍ଷା ବିଭାଗ
ତୁଷାରକାନ୍ତି ବେହେରା: କ୍ରୀଡ଼ା ଯୁବସେବା ଏବଂ ଆଇଟି
ରଘୁନନ୍ଦନ ଦାସ : ଜଳ ସଂପଦ, ସୂଚନା ଓ ଲୋକ ସଂପର୍କ
ଜ୍ୟୋତିପ୍ରକାଶ ପାଣିଗ୍ରାହୀ: ପର୍ଯ୍ୟଟନ, ଓଡ଼ିଆ ଭାଷା ଓ ସଂସ୍କୃତି
ଦିବ୍ୟଶଙ୍କର ମିଶ୍ର: ଶକ୍ତି, ଶିଳ୍ପ ଏବଂ ଏମଏସଏମଇ
ପ୍ରେମାନନ୍ଦ ନାୟକ: ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା
ଜଗନ୍ନାଥ ସାରକା: ଅନୁସୂଚିତ ଜାତି ଓ ଜନ ଜାତି, ସଂଖ୍ୟାଲଘୁ ଓ ପଛୁଆବର୍ଗ
ପଦ୍ମିନୀ ଦିଆନ: ହସ୍ତ ତନ୍ତ ଓ ହସ୍ତ ଶିଳ୍ପ
କ୍ୟାବିନେଟ ମନ୍ତ୍ରୀ
ପ୍ରଫୁଲ୍ଲ ମଲ୍ଲିକ:
 ଖଣି,ଇସ୍ପାତ ଓ ପୁର୍ତ୍ତ ବିଭାଗ, ଗୃହ ବିଭାଗର ସ୍ବାଧୀନ ଦାୟିତ୍ବ
ବିକ୍ରମ କେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ ବିଭାଗ, ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ ବିଭାଗ
ରଣେନ୍ଦ୍ର ପ୍ରତାପ ସ୍ବାଇଁ: ଖାଦ୍ୟ ଯୋଗାଣ ଓ ସମବାୟ
ଅରୁଣ କୁମାର ସାହୁ : କୃଷି, ମତ୍ସ୍ୟ, ପଶୁ ସଂପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ
ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
ସୁଦାମ ମାର୍ଣ୍ଡି: ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ
ପଦ୍ମନାଭ ବେହେରା: ବାଣିଜ୍ୟ ପରିବହନ, ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂହ: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ
ନବ କିଶୋର ଦାସ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ ବିଭାଗ
ପ୍ରଫୁଲ୍ଲ ମଲ୍ଲିକ: ଖଣି,ଇସ୍ପାତ ଓ ପୁର୍ତ୍ତ ବିଭାଗ, ଗୃହ ବିଭାଗର ସ୍ବାଧୀନ ଦାୟିତ୍ବ
ବିକ୍ରମ କେଶରୀ ଆରୁଖ: ଜଙ୍ଗଲ ଓ ପରିବେଶ ବିଭାଗ, ସଂସଦୀୟ ବ୍ୟାପାର
ନିରଞ୍ଜନ ପୂଜାରୀ: ଅର୍ଥ ଓ ଅବକାରୀ ବିଭାଗ
ରଣେନ୍ଦ୍ର ପ୍ରତାପ ସ୍ବାଇଁ: ଖାଦ୍ୟ ଯୋଗାଣ ଓ ସମବାୟ
ଅରୁଣ କୁମାର ସାହୁ : କୃଷି, ମତ୍ସ୍ୟ, ପଶୁ ସଂପଦ ଏବଂ ଉଚ୍ଚ ଶିକ୍ଷା ବିଭାଗ
ପ୍ରତାପ ଜେନା: ପଞ୍ଚାୟତିରାଜ, ଆଇନ ଓ ନଗର ଉନ୍ନୟନ ବିଭାଗ
ସୁଦାମ ମାର୍ଣ୍ଡି: ରାଜସ୍ବ ଓ ବିପର୍ୟ୍ୟୟ ପରିଚାଳନା ବିଭାଗ
ପଦ୍ମନାଭ ବେହେରା: ବାଣିଜ୍ୟ ପରିବହନ, ଯୋଜନା ଓ ସଂଯୋଜନା
ସୁଶାନ୍ତ ସିଂହ: ଗ୍ରାମ୍ୟ ଉନ୍ନୟନ ଓ ଶ୍ରମ ବିଭାଗ
ନବ କିଶୋର ଦାସ: ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
ଟୁକୁନି ସାହୁ: ମହିଳା ଓ ଶିଶୁ ବିକାଶ ବିଭାଗ

error: Thank You Keep Visiting