ଜୁନ୍‌ ୨୫ରେ ନବଗଠିତ ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ

An Independent Media

ଭୁବନେଶ୍ୱର – ଜୁନ୍‌ ୨୫ ତାରିଖରେ ନବଗଠିତ  ଓଡିଶା ବିଧାନ ସଭାର ପ୍ରଥମ ମୌସୁମୀ ଅଧିବେଶନ ଆରମ୍ଭ ହେବ ବୋଲି ସଚିବାଳୟ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଏହି ଅଧିବେଶନ ଦୁଇଟି ପର୍ଯ୍ୟାୟରେ ଚାଲିବ । ଜୁନ ୨୬ ତାରିଖରେ ଉପବାଚସ୍ପତି ନିର୍ବାଚନ ପାଇଁ କାର୍ଯ୍ୟସୂଚୀ ଜାରି କରାଯିବ । ଜୁନ୍‌ ୨୮ ତାରିଖରେ ବିଧାନସଭାରେ ବଜେଟ୍‌ ଆଗତ କରାଯିବ । ପ୍ରଥମ ପର୍ଯ୍ୟାୟ ଅଧିବେଶନ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବ ।

error: Thank You Keep Visiting