ଆଗାମୀ ସାଧାରଣ ନିର୍ବାଚନକୁ ଚାଲେଞ୍ଜ ଭାବେ ଗ୍ରହଣ କରିଛନ୍ତି ବ୍ରଜ

Straight to the Point

ତାଳଚେର: ତାଳଚେର ବିଧାନସଭା ମଣ୍ଡଳୀ ତାଳଚେର ପୌରପରିଷଦ, ତାଳଚେର ବ୍ଲକ ଓ କଣିହାଁର ୭ ଟି ପଞ୍ଚାୟତକୁ ନେଇ ଗଠିତ । ତାଳଚେର ପୌରାଞ୍ଚଳରେ ୨୧ ଟି ୱାର୍ଡରେ ରାଜ୍ୟ ସରକାରଙ୍କର ସହର ଉନ୍ନତି ଯୋଜନା ଓ ଖଣିଜ ପାଣ୍ଠିରୁ ପ୍ରାୟ ୯ କୋଟି ଟଙ୍କାର ପ୍ରକଳ୍ପକୁ ଗୋଟେ ଦିନରେ ଭୂମି ପୂଜା, ଆମ ଗାଁ ଓ ବିକାଶ ନାମରେ ବ୍ଲକର ସମସ୍ତ ଜିଲ୍ଲା ପରିଷଦ ଜୋନକୁ ଯାଇ ସମ୍ପର୍କ ବଢାଇବା, ପ୍ରାୟ ବିଦ୍ୟାଳୟ ଯାଇ ସମସ୍ୟା ର ସମାଧାନ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ମିଶି ଜନ ସମ୍ପର୍କ ରକ୍ଷା କରୁଛନ୍ତି । ଚଳିତ ବର୍ଷ ଶେଷ ଭାଗରେ ନିର୍ବାଚନ ସମ୍ଭାବନା ଥିବାରୁ ଏହାକୁ ଚାଲେଞ୍ଜ ଭାବରେ ଗ୍ରହଣ କରିଛନ୍ତି ବିଧାୟକ ବ୍ରଜ କିଶୋର ପ୍ରଧାନ ।

[amazon_link asins=’B00R3J53MG,B01BGJ07GK,B007E9EJKW,B07CK1D7R6,B00NXXN10M,B007UPKJ5O,B00SUTAE6S,B009TOZZ3A,B007UPKJAO’ template=’ProductCarousel’ store=’odishajournal-21′ marketplace=’IN’ link_id=’9cdab096-959a-11e8-96d7-e514389f4d9e’]

error: Thank You Keep Visiting