ଯୁବ ଶକ୍ତି ଉପରେ ନବିନଙ୍କ ନଜର

An Independent Media

ଭୁବନେଶ୍ୱର: କିଛି ଦିନହେଲା ଦେଖାଯାଉଛି ବିଜେଡି ସୁପ୍ରିମୋ ରାଜ୍ୟ ଯୁବ ଶକ୍ତିକୁ ଅଧିକ ପ୍ରାଧାନ୍ୟ ଦେଉଛନ୍ତି । ଯେକୌଣସି ସଭାସମିତି ହେଉ ଆଗ ନବିନଙ୍କ ନିମନ୍ତ୍ରଣ ହେଉଛି ରାଜ୍ୟ ଛାତ୍ର ଓ ଯୁବ ସଭାପତି ଅମରେଶ ପତ୍ରିଙ୍କୁ କାରଣ ବିଜେଡି ସୁପ୍ରିମୋ ଜାଣି ସାରିଲେଣି ଯେ କେବଳ ବିଜେପି କୁ ଓଡିଶା ରାଜନିତୀରେ ଟକର ଦେବାକୁ ହେଲେ ଯୁବକ ମାନଙ୍କୁ ଆଗକୁ ଛାଡିବାକୁ ବ୍ଲୁପ୍ରିଟ ପ୍ରସ୍ତୁତ କଲେଣି ନିକଟରେ ତୌଳଦର ପ୍ରତିବାଦ ହେଉ କି ମହାନଦୀ ମହାସଂଗ୍ରାମ ହେଉ ବିଜେଡିର ମଗଂ ଧରୁଛନ୍ତି ଜୁବଓଛାତ୍ର ଜନତା ଦଳ ସେହିପରି ଆଗାମି ନିର୍ବାଚନକୁ ଆଖିଆଗରେ ରଖି କିଛି ଭେଟେରାନ ନେତାଙ୍କୁ ଦଳରୁ ବିତାଡିତ କରି ଯୁବକ ମାନଙ୍କୁ ଯୁବ ନେତୃତ୍ୱ ମାଧ୍ୟମରେ ସାଗଠନିକ ଭାର ଦାଇତ୍ୱ ମିଳିପାରେ ରାଜ୍ୟ ଯୁବ ବିଜେଡି ସଭାପତିଙ୍କୁ ବୋଲି ସୁଣିବାକୁ ମିଳୁଛି । ସେହିପରି ନବିନଙ୍କ ଇସାରାରେ ଯୁବ ସଭାପତିଙ୍କୁ ମିଳିଛି ରାଜ୍ୟର ପ୍ରତିବ୍ଲକରେ ପଯ୍ୟବେକ୍ଷକ ବେବସ୍ତା ବିଧାୟକ ମାନଙ୍କ କାଯ୍ୟକଳାପକୁ ଅନୁଧ୍ୟାନ କରିବା ସହ ଲୋକ ମାନଙ୍କୁ କିପରି ସୁବିଧା ଯୋଗାଇଦେବେ ଯେପରି ଗୁରୁ ଦାଇତ୍ୱ ତୁଲାଉଛନ୍ତି ଯୁବ ବିଜେଡି କର୍ମି ମାନେ ସେହିପରି ମୁଖ୍ୟମନ୍ତ୍ରୀଙ୍କ ଜନହିତକାରି ଯୋଜନାକୁ ଲୋକଙ୍କ ପାଖରେ ପହଁଚାଇବା ପାଇଁ ନିଯୁକ୍ତି ହୋଇଛନ୍ତି । ସେମାନଙ୍କ ସୁବିଧା ଅସୁବିଧା ବୁଝିବାକୁ ମିଳିଛି ଅମରେଶଙ୍କୁ ଦାଇତ୍ୱ । ସେହିପରି ପ୍ରତେକ ସଭା ସମିତିରେ ଯୁବ ଓ ଛାତ୍ର ସଭାପତିଙ୍କୁ ଦଳର ସୁପ୍ରିମୋ ଅଧିକ ପ୍ରାଧାନ୍ୟ ଦେଉଥିବା ଦେଖିବାକୁ ମିଳୁଛି । ଆଗାମି ନିର୍ବାଚନରେ ପ୍ରତେକ ନିର୍ବାଚନ ପାର୍ଥୀଙ୍କ ଉପରେ ଯୁବଓଛାତ୍ର ସଭାପତିଙ୍କ ଆଭିମୁଖ୍ୟ ରହିବ ବୋଲି ପୁର୍ବାନୁମାନ କରାଯାଉଛି । ବିଜେଡିର ଯୁବ ଶକ୍ତିର ପ୍ରୟାସକୁ ଦେଖି ବିରୋଧି ମାନେବି ଯୁବ ସଂଗଠନକୁ ଆଗକୁ ବଢାଇବାକୁ ସଜବାଜ ହେଲେଣି ।

error: Thank You Keep Visiting