ବୈଜୟନ୍ତ ବାବୁ କଟକରୁ ଲଢ଼ିଲେ ତାର ପ୍ରଭାବ ପଡ଼ିବ ନାହିଁ

Straight to the Point

ଭୁବନେଶ୍ୱର: ବର୍ତମାନ କଟକ ନିର୍ବାଚନ ମଣ୍ଡଳୀରେ ବିଜେପିର ସ୍ଥିତି ଦୁର୍ବଳ ରହିଛି । ଏଠି ବିଜେଡ଼ି ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ । ସେପରି କ୍ଷେତ୍ରରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ଯଦି ଲଢ଼ିବେ ତାର ପ୍ରଭାବ କିଛି ପଡ଼ିବ ନାହିଁ । ସେ ଜଣେ ଅଭିଜ୍ଞ ରାଜନୈତିଜ୍ଞ ବ୍ୟକ୍ତି । ସେ କୋଉ ଦଳକୁ ଯିବେ କି ନିଜେ ଦଳ ଗଢ଼ିବେ ତାହା ତାଙ୍କର ବ୍ୟକ୍ତିଗତ ନିଷ୍ପତି । ଗତ ସାଧାରଣରେ ନିର୍ବାଚନରେ ତୃତୀୟ ସ୍ଥାନରେ ରହିଥିଲେ ବୋଲି ନଗର ଉନ୍ନୟନର କଂଗ୍ରେସ ସଭାପତି ମହମ୍ମଦ ମକିମ ଏହା ପ୍ରକାଶ କରିଛନ୍ତି ।

error: Thank You Keep Visiting