ବିଜେପିରେ ମିଶିଲେ ନାଉଗାଁର ୧୦୩ ବିଜେଡି ସମର୍ଥକ

Straight to the Point

ଜଗତସିଂହପୁର,(ଓଡ଼ିଶା ଜର୍ଣ୍ଣାଲ): ଜଗତସିଂହପୁର ସ୍ଥାନୀୟ ସୋମନାଥ ମନ୍ଦିରରେ ନାଉଗାଁ ବ୍ଲକର ବଚ୍ଛାଳୋ ଗ୍ରାମର ବିଜେଡି ଓ କଂଗ୍ରେସର ପୁରୁଖା ନେତା ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ବରିଷ୍ଠ ନେତୃତ୍ୱରେ ବିଜେପିରେ ଯୋଗଦେଲେ । ୧୨୭ଟି ପରିବାରରୁ ୧୦୩ଜଣ ବିଶିଷ୍ଟ ବ୍ୟକ୍ତି ବିଜେପିରେ ଯୋଗଦେଲେ । ନରେନ୍ଦ୍ର ମୋଦୀଙ୍କର ବିଶ୍ୱବାସୀଙ୍କ ନିକଟରେ ଯେପରି ଭାବରେ ସୁନାମ ଅର୍ଜନ କରିଛନ୍ତି ତାହାର ବିକଳ୍ପ ନାହିଁ ।

ଏଥିରେ ମଣ୍ଡଳ ସଭାପତି ଜ୍ଞାନରଂଜନ ଦାସ,ଦୁର୍ଗାପ୍ରସାଦ ଆ·ର୍ଯ୍ୟ,ଶ୍ରୀକାନ୍ତ ସ୍ୱାଇଁ,ମିଡିଆ ସେଲର ଗଣେଷ ପ୍ରସାଦ ମହାନ୍ତି,ଯୁବମୋର୍ଚ୍ଚାର ସନ୍ଦିପ ବେହୁରା ଉପସ୍ଥିତ ଥିଲେ । ବଚ୍ଛାଳ ଗ୍ରାମର ସୁବାଷ ଲେଙ୍କା,ପ୍ରସନ୍ନ ଲେଙ୍କା,ନିର୍ମଳ ସ୍ୱାଇଁ,ଦିଲ୍ଲିପ ମହାପାତ୍ର,ରଥ ନାୟକ,ସନ୍ତୋଷ ମଲ୍ଲିକ,ଅଜୟ ଭୋଇ,କୈଳାସ ମଲ୍ଲିକ,ସପନ ଦାସ,ସରତ ସେଠୀ,ବଟକୃଷ୍ଣ ପରିଡା,ସୁନିଲ ରାଉତ,ଅନନ୍ତ ନାୟକ,ବାପୁନି ଲେଙ୍କା,ସର୍ବେଶ୍ୱର ଦାସ,ହର୍ଷ ଲେଙ୍କା,ସୁଜିତ୍ ଭୋଇ,ଏଲିନା ଭୋଇ,ଜଟାଧାରୀ ନାୟକ,ପୁପୁନି ଲେଙ୍କା,ପ୍ରଶାନ୍ତ ମଲ୍ଲିକ,ଅକ୍ଷୟ ଦାସ ପ୍ରମୁଖ ଯୋଗଦେଇଥିଲେ ।

error: Thank You Keep Visiting