ନାମାଙ୍କନ ପତ୍ର ଦାଖଲ କଲେ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନଵ ଦାସ

Straight to the Point

ଝାରସୁଗୁଡ଼ା : ଝାରସୁଗୁଡ଼ା ନିର୍ବାଚନ ମଣ୍ଡଳୀରୁ ବିଜେଡ଼ି ପ୍ରାର୍ଥୀ ତଥା ପୂର୍ବତନ ବିଧାୟକ ନଵ ଦାସ ସୋମବାର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଝାରସୁଗୁଡ଼ା ମନମୋହନ ଏମଇ ସ୍କୁଲ ପଡିଆରୁ ଏକ ଭବ୍ୟ ଶୋଭାଯାତ୍ରାରେ ନଵ ଦାସ ବାହାରିଥିଲେ । ଶତାଧିକ ସମର୍ଥକଙ୍କ ସହ ନଵ ଦାସ ଉପଜିଲ୍ଲାପାଳ କାର୍ୟ୍ୟାଳୟରେ ପହଞ୍ଚି ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

error: Thank You Keep Visiting