ପୁଣି ଥରେ ନବୀନଙ୍କ ଭରସା ବ୍ୟୋମକେଶ

Straight to the Point

ଆରଡ଼ି( ଓଡ଼ିଶାଜର୍ଣ୍ଣାଲ): ଚାନ୍ଦବାଲି ବିଧାନସଭା କ୍ଷେତ୍ରରେ ବିଜେଡି ଦଳରେ ଗୋଷ୍ଠୀ କନ୍ଦଳ, ବିଧାୟଙ୍କ ବିରୋଧରେ ଦଳୀୟ ବିକ୍ଷୋପ ଓ ଟିକେଟ ପାଇଁ ଆଶାୟୀଙ୍କ ପ୍ରତିଦ୍ବନ୍ଦିତା ଯୋଗୁଁ ଏହି ଆସନଟି ଚର୍ଚ୍ଚାରେ ଥିଲା | ହେଲେ ସବୁ ଚର୍ଚ୍ଚାର ଅନ୍ତ ଘଟାଇଁ ଦଳ ପୁଣି ଥରେ ବିଧାୟକ ବ୍ୟୋମକେଶ ରାୟଙ୍କ ଉପରେ ଆସ୍ଥା ପ୍ରକଟ କରିଛି | ଆଜି ଚାନ୍ଦବାଲି ବିଧାନସଭା ଆସନ ପାଇଁ ଦଳ ବ୍ୟୋମକେଶ ରାୟଙ୍କୁ ପୁନଃବାର ପ୍ରାର୍ଥୀ ଘୋଷଣା କରିଛି |

error: Thank You Keep Visiting