ବିଜେପିର ନିର୍ବାଚନ ସଭା:ନବୀନଙ୍କୁ ଟର୍ଗେଟ୍ କଲେ ଉମାଭାରତୀ

Straight to the Point

ପୂରୀ: ଆଉ ୪ ଦିନ ପରେ ନିର୍ବାଚନ ।ତିନିଦିନ ମଧ୍ୟରେ ଦଳର ସ୍ଥିତିକୁ କଳେବଳେ କୌଶଳେ ସୁଦୃଢ କରିବାକୁ ହେବ । ଏଥିପାଇଁ ପୁରୀକୁ ଛୁଟୁଛନ୍ତି ହେବିୱେଟ୍ ନେତା । ସାକ୍ଷୀଗୋପାଳ ପରେ ପେଣ୍ଠକଟାରେ ମତ୍ସ୍ୟଜୀବୀଙ୍କୁ ପ୍ରଭାବିତ କରିବାକୁ ଚେଷ୍ଠା କରିଛନ୍ତି ବିଜେପି ନେତ୍ରୀ ଶୁଶ୍ରୀ ଉମାଭାରତୀ ।ନିର୍ବାଚନ କୁ ଆଉ ମାତ୍ର ୪ ଦିନ କିଭଳି ପାରୀହେବେ ନିର୍ବାଚନ ବୈତରଣୀ ଆରମ୍ଭ ହୋଇଯାଇଛି ଟକ୍କର ।ପୁରୀକୁ ଯେନତେନ ପ୍ରକାରେ ଅକ୍ତିଆର କରିବାକୁ ପଡିବ ।ବିଜେପି ର ୧୨୦ ମିଶନ କୁ ସଫଳ କରିବାକୁ ପଡିବ ।ଏଭଳି ଲକ୍ଷରେ ପୁରୀ ରେ ନିର୍ବାଚନ ପ୍ରଚାର କରିଛନ୍ତି ।

ଶୁଶ୍ରୀ ଉମାଭାରତୀ । ମୁଖ୍ୟମନ୍ତ୍ରୀ ଙ୍କୁ ସିଧାସଳଖ ଟାଗ୍ରେଟ୍ କରିଛନ୍ତି ଉମା । ଗାଦି ଛାଡିବାକୁ ରଣ ହୁଙ୍କାର ଦେଇଛନ୍ତି । ନବୀନ ଦାଦା ଦୀର୍ଘାଉ ରୁହନ୍ତୁ ସ୍ୱାସ୍ଥ୍ୟ ଭଲ ରହୁ ,ସର୍ବଦା ପ୍ରଶ୍ନର୍ନ ରୁହନ୍ତୁ ହେଲେ ମୁଖ୍ୟ ମନ୍ତ୍ରୀ ଭାବେ ନରୁହନ୍ତୁ ତାଙ୍କ ସରକାର ବି ନରହୁ ।ଓଡି।। ରେ ଭାଜାପା ସରକାର ରହୁ ବୋଲି ପେଣ୍ଠକଟାରେ ଏକ ସାଧାରଣ ସଭାରେ ଏଭଳି କହିଛନ୍ତି ଉମା । କେନ୍ଦ୍ରୀୟ ଯୋଜନାର ଲାଭ ଏଠାରେ ପହଚୁଂନାହିଁ ।ଜନସଂସାଦନ ଓ ସ୍ୱଚ୍ଛତା ମନ୍ତ୍ରଣାଳୟ ର ମନ୍ତ୍ରୀ ଥିବା ସମୟରେ ମଧ୍ୟ ଓଡିଶାରେ ଏହାର ଲାଭ ପହଚିଂନାର୍ହି ଏଠାରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେବାସହ ଲୋକସଭା ପ୍ରାର୍ଥୀ ସମ୍ବିତ୍ ପାତ୍ର ଓ ବିଧାନସଭା ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ପାଇର୍ ଭୋଯ ଭିକ୍ଷା କରିଚନ୍ତି ୨୩ ବର୍ଷ ଧରି ଗଡ ଭାବେ ଥିବା ପୁରୀରେ ପଦ୍ମ ଫୁଟାିବା କାୁଁ ମତ୍ସ୍ୟ ଜିବି ଙ୍କ କାର୍ଡ କେଳିବାକୁ ପଚ୍ଛାୁନାହିଁ ବିଜେପି ।

ଫିଲିମ୍ ଷ୍ଠାର୍ ଓ ବିଜେପି ନେତାଙ୍କୁ ଆଣି ନୋଳିଆ ବସ୍ତିର ମତ୍ସ୍ୟ ଜୀବିଙ୍କୁ ପରିବର୍ତନ ର ହାୱାରେ ସାମିଲ୍ କରିବା କୁ ଚେଷ୍ଠା ଚଳାଇ ଛନ୍ତି । ପ୍ରାୟ ୨୫ବର୍ଷ ହେଲା ପୁରୀ ଆସନ ଦଖଲ କରିଛି ବିଜେଡି । ୨୩ ବର୍ଷ ଧରି ମହେଶ୍ୱର ମହାନ୍ତି ବିଧାୟକ ଭାବେ ଗଡ ସମ୍ବାଳିଥିବା ବେଳେ ସାଂସଦ ଭାବେ ପିନାକୀ ମିଶ୍ର ରହିଛନ୍ତି ।ଏହି ଗଡ ଭାଙ୍ଗିବା ପାଇଁ ବିଜେପି ଚଳାଇଛି ରଣ ନିତୀ ,ପ୍ରଥମେ ସେବାୟତ ଓ ପରେ ମତ୍ସ୍ୟଜିବିଙ୍କ ଉପରେ ପୁରା ଦୃଷ୍ଟି,ପେଣ୍ଠକଟା ଓ ବାଲିନୋଳିଆ ସାହିର ମତ୍ସ୍ୟଜିବୀଙ୍କୁ ଆକର୍ଷିତ କରିବା ଲାଗି ଆନ୍ଧ୍ର ରୁ ଆସିଥିଲେ ବହୁ ନେତା ଓ ଚଳଚିତ୍ର ତାରକା ।ଗୋଟିଏ ପଟେ ନିର୍ବାଚନ ତ ଆଉ ଗୋଟିଏ ପଟେ ତେଲୁଗୁ ଚଳଚିତ୍ର ତାରକାଙ୍କ ଜଲୱା ।

ସମ୍ବିତ୍ ପାତ୍ର ମଧ୍ୟ ତେଲୁଗୁରେ ଗୀତ ଗାଇବା ସହ ଭାଷଣ ଦେଇ ଲୋକଙ୍କୁ ଆକୃଷ୍ଟ କରିବାକୁ ପ୍ରୟାସ କରିଥିବା ଦେଖିବାକୁ ମିଳିଥିଲା । ମତ୍ସ୍ୟଜିବୀଙ୍କ ପାଇଁ ବିଜେଡି କିଛି କରିନଥିବା ଅଭିଯୋଗ କରିଥିଲେ ସମ୍ବିତ୍ । ତେବେ ବିଜେପି ର ଏଭଳି ଗୋଟିଚାଳନା ବିଜେଡି ପାଇର୍ କେତେଦୂର ଘାତକ ସାଜିବ ତାହା ଉପରେ ରହିବ ସମସ୍ତଙ୍କ ନଜର

error: Thank You Keep Visiting