କୋରେଇ ହାଇସ୍କୁଲରୁ ୧୦ମ ଶ୍ରେଣୀ ଛାତ୍ରୀ ନିଖୋଜ

Straight to the Point

କୋରେଇ: ଆଜି କୋରେଇ ହାଇସ୍କୁଲ କୁ ବାରଦା ବୁଢିଗଢିଆ ଗ୍ରାମର ଜଣେ ୧୦ମ ଶ୍ରେଣି ଛାତ୍ରୀ ପାଠ ପଢିବାକୁ ଆସିଥିଲେ । କିନ୍ତୁ ସନ୍ଧା ହୋଇଯାଇଥିଲେ ମଧ୍ୟ ସେ ଘରକୁ ଫେରିନଥିବା କାରଣରୁ ତାଙ୍କ ବାପା ଖୋଜା ଖୋଜି କରିଥିଲେ । ବହୁ ଖୋଜା ଖୋଜି କରିବା ପରେ ସେ ଜାଣିବାକୁ ପାଇଥିଲେ ସ୍କୁଲରେ ତାଙ୍କ ବହି ବସ୍ତାନି ଓ ସାଇକେଲ ଛାଡି କୁଆଡେ ଝିଅ ସ୍କୁଲରୁ ନିଖେଜ ହୋଇଯାଇଛି । ଏହାକୁ ଭିତିକରି କୋରେଇ ଥାନାରେ ଝିଅର ବାପା ଅଭିଯୋଗ କରିଛନ୍ତି ।

error: Thank You Keep Visiting