ବୈତରଣୀ ନଦୀର ମୁଆଁ ଘାଟରେ ଅଘଟଣ ଅଳ୍ପକେ ବର୍ତୀଲେ ୬୦ ରୁ ଅଧିକ କାଉଡ଼ିଆ ଭକ୍ତ

Straight to the Point

ଆରଡ଼ି :(ଓଡ଼ିଶା ଜର୍ଣ୍ଣାଲ) ଭଦ୍ରକ ଜିଲ୍ଲା ର ପ୍ରସିଦ୍ଧ ଶୈବପୀଠ ଆରଡ଼ି ର ବାବା ଆଖଣ୍ଡଳମଣି ଙ୍କୁ ଜଳଲାଗି ଆସିଥିବା କାଉଡ଼ିଆ ଭକ୍ତ ମାନେ ପୋଡ଼ଶି ଜିଲ୍ଲା କେନ୍ଦ୍ରାପଡା ରୁ ଆସିଥାନ୍ତି ।ବୈତରଣୀ ନଦୀ ମୁଆଁ ଘାଟ ପାର ହୋଇ ।ଆଜି ଦିନ ୧୨ ଟା ବେଳେ ହଟାତ ମଝି ନଈ ରେ ବୋଟ ଟି କୌଣସି ଯାନ୍ତ୍ରିକ ତ୍ରୁଟି ଦେଖାଦେବା ଫଳରେ ୬୦ ରୁ ଅଧିକ କାଉଡ଼ିଆ ଭକ୍ତ ମଝି ନଈରେ ଫସିରହି ୨କିମି ଦୂରକୁ ବୋଟ ଟି ଚାଲିଯାଇଥିଲା ।ଖବର ପାଇ ଏ ନ ଡ଼ି ଆର ଫି ,ଟିମ ପହଞ୍ଚି ।ବୋଟ ଟିର ସମସ୍ତ ଯାତ୍ରୀ ଙ୍କୁ ଉଦ୍ଧାର କରିଥିଲେ।ବର୍ତ୍ତମାନ ଲଘୁଚାପ ଲାଗିରହିଥିବା ରୁ ଗତ ଦୁଇ ଦିନ ଧରି ବୈତରଣୀ ନଦୀର ଜଳସ୍ତର ବଢ଼ିବାରେ ଲାଗିଛି ।

error: Thank You Keep Visiting