ଲଗାଣ ବର୍ଷାରେ ଜଗତସିଂହପୁର ଜିଲ୍ଲାର ବିଭିନ୍ନ ସ୍ଥାନ ଜଳାର୍ଣ୍ଣବ

Straight to the Point

ଜଗତସିଂହପୁର: ଜଗତସିଂହପୁର ଜିଲ୍ଲାରେ ଆଜି ସକାଳ ଠାରୁ ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ସ୍ଥାନରେ ଜଳାର୍ଣ୍ଣବ ହୋଇôତବା ଦେଖିବାକୁ ମିଳିଛି । ଜିଲ୍ଲା ମୁଖ୍ୟଚିକିତ୍ସାଳୟର ପାଣି ପସିଯାଇଥିବାରୁ ରୋଗୀମାନେ ଯିବା ଅସିବାରେ ଅସୁବିଧା ହୋଇଥିବା ଦେଖିବାକୁ ମିଳିଥିଲା । ସେହି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପଡିଆରେ ପାଣି ଜମିଯାଇôତଲା । ଜିଲ୍ଲା ସଦର ମହକୁମାରେ ଡ୍ରେନେଜ ସମସ୍ୟାଥିବା ପାଣି ନିଷ୍କାସନ ହୋଇନପାରି ରାସ୍ତାରେ ଆଣଣ୍ଠୁଏ ଲେଖାଏଁ ପାଣି ଜମିଥିବା ଦେଖିବାକୁ ମିଳିଥିଲା । ବର୍ଷା ଯୋଗୁ ସବୁ କାର୍ଯ୍ୟବାଧାପ୍ରାପ୍ତ ହୋଇଥିବା ଦେଖିବାକୁ ମିଳିଥିଲା ।

Leave a Reply

Your email address will not be published. Required fields are marked *

error: Thank You Keep Visiting