ଜଗତସିଂହପୁରଠାରେ ଓକିଲମାନଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

Straight to the Point

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲା ଓକିଲ ମାନଙ୍କ ବିଭିନ୍ନ ଦାବୀ ନେଇ ଆଜି କାର୍ଯ୍ୟବନ୍ଦ ଆନ୍ଦୋଳନ କରିଥିଲେ ଜିଲ୍ଲା ଓକିଲ ସଂଘର ସଭାପତି ସୁବ୍ରତ ଶତପଥିଙ୍କ ନେତୃତ୍ୱରେ ୧୫୦ରୁ ଉଦ୍ଧ୍ୱର୍ ଓକିଲ ସ୍ଥାନୀୟ କୋର୍ଟ ଛକରୁ ବାହାରି ସହର ପରିକ୍ରମା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ôଚଥିଲେ । ପରେ ପରେ ଆଉୟୋଜିତ ସଭାରେ ବରିଷ୍ଠ ଆଇନଜୀବୀ ରାଜକିଶୋର ଖଟୁଆ,ରବିନ୍ଦ୍ର ନାଥ ମହାନ୍ତି,ପିତାମ୍ବର ପଣ୍ଡା,ରବିନ୍ଦ୍ର ସ୍ୱାଇଁ,ଦୋଳଗୋବିନ୍ଦ ଦାଶ,ରାଜକିଶୋର ବେହେରା କହିଥିଲେ ଜଗତସିଂହପୁର ଠାରେ ନିର୍ମିତ ବହୋଇଥିବା ନୂତନ କୋର୍ଟ ଗୃହକୁ ସମସ୍ତ କରାର୍ଟ ଖୁବଶିର୍ଘ ସ୍ଥାନାନ୍ତର କରିବା ସହ ଜିଲ୍ଲାରେ ଭିଜିଲାନ୍ସ କୋର୍ଟ ସ୍ଥାପନ,ଚକବନ୍ଦୀ ଡି.ଡି କୋର୍ଟ (ରେଞ୍ଜ ୨) ସ୍ଥାପନ ଖୁବଶିଘ କରାଯାଉ ବୋଲି ବକ୍ତବ୍ୟ ରଖିବା ସହ ଓକିଲ ମାନେ କିଭଳି ଅସୁବିଧାର ସମ୍ମୁଖିନ ହେଉଛନ୍ତିସେ ସଂପର୍କରେ ବକ୍ତବ୍ୟ ପ୍ରଦାନ କରି ସହିତ ଖୁବ୍ ଶିଘ୍ର ସମସ୍ୟାର ସମାଧାନ ପାଇଁ ଦାବି କରିଥିଲେ ।

ପରେ ପରେ ହାଇକୋର୍ଟର ମୁଖ୍ୟ ବି·ରପତିଙ୍କ ଉଦେ୍ଧଶ୍ୟରେ ଜିଲ୍ଲା ଓ ଦୌରାଜଜ୍ ଙ୍କୁ ଦାବୀପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମକୁ ଓକିଲ ସଂଘର ଉପସଭାପତି ପ୍ରସନ୍ନ କୁମାର ମହାନ୍ତି,ସଂପାଦକ ଚନ୍ଦ୍ର ଶେଖର ନାୟକ,ଯୁଗ୍ମ ସଂପାଦକ ଦୁର୍ଯ୍ୟୋଧନ ରାଉତ,କୋଷଧ୍ୟକ୍ଷ ନରେଶ ଦାସ,କାର୍ଯ୍ୟକାରୀ ସଭ୍ୟ ଅଶୋକ ସ୍ୱାଇଁ,ଅକ୍ଷୟ କୁମାର କାନୁନଗୋ,ମିହିର ମହାନ୍ତି,ସୌଦାମିନି ପଣ୍ଡା,ମୁସ୍ତାଫା କମାଲ,ମିହିର ମଲ୍ଲିକ,ଯୁଧିଷ୍ଟିର ମିଶ୍ର,ହିମାଚଳ ରାୟ,ନାରାୟଣ ମହାନ୍ତି,ଓଜ୍ଜଦ୍ୱିତ ମହାନ୍ତି,ଶାରଦା ପ୍ରସାଦ ଦାସ,କସ୍ତୁରୀ ପ୍ରିୟଦର୍ଶିନୀ ମଲ୍ଲ,ରୋଜାଲିନ ଲେଙ୍କା,ବିଷ୍ଣୁପ୍ରିୟା ସାହୁ,ରୋଜାଲିନ ସାହୁ ପ୍ରମୁଖ ପରି·ଳନାରେ ସହାୟତା କରିଥିଲେ ।

error: Thank You Keep Visiting