ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆଖଣ୍ଡଳମଣି ପୀଠରେ ପୂଜାର୍ଚ୍ଚନା

Straight to the Point

ଆରଡ଼ି (ଓଡ଼ିଶା ଜର୍ଣ୍ଣାଲ): ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ିସ୍ଥିତ ଆଖଣ୍ଡଳମଣି ପୀଠରେ ବିଶ୍ୱକର୍ମାଙ୍କ ପୂଜା ପାଇଁ ଭିଡ଼ ଲାଗିରହିଥିଲା । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ଅବସରରେ ବିଜେପି କର୍ମୀ ଏବଂ ସେବାୟତମାନେ ବାବାଙ୍କ ପାଖରେ ଦୀପ ଜାଳି ମନ୍ଦିର ପରିଭ୍ରମଣ କରି ବାବାଙ୍କ ଠାରେ ରୁଦ୍ରଭିଷେକ କରି ମୋଦୀଙ୍କ ଦୀର୍ଘାୟୁ କାମନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଅନେକ ବିଜେପି କର୍ମୀଙ୍କ ସମେତ ସ୍ଥାନୀୟ ସେବାୟତମାନେ ଉପସ୍ଥିତ ଥିଲେ ।

error: Thank You Keep Visiting