ବୃତି ପରୀକ୍ଷାରେ ତୁଳସୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀଙ୍କ ସଫଳତା

Straight to the Point

କେନ୍ଦ୍ରାପଡା : କେନ୍ଦ୍ରାପଡା ଜିଲ୍ଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ କେନ୍ଦ୍ରାପଡା ପୈାରାଂଚଳ ଅନ୍ତର୍ଗତ ଇଚ୍ଛାପୁରସ୍ଥିତ ତୁଳସୀ ବିଦ୍ୟାମନ୍ଦିର ଛାତ୍ରଛାତ୍ରୀମାନେ ତୃତୀୟ ଓ ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ ସଫଲତା ଅର୍ଜନ କରିଛନ୍ତି ।  ତୃତୀୟ ଶ୍ରେଣୀ ବୃତି ପରୀକ୍ଷାରେ ରୁଦ୍ର ପ୍ରସାଦ ସାହୁ ଓ ବୈଶାଖୀ ପ୍ରିୟଦର୍ଶନୀ ଷଡଙ୍ଗୀ କୃତକାର୍ଯ୍ୟ ହୋଇଥିବାବେଳେ ପଂଚମ ଶ୍ରେଣୀ ବୃତି ପରୀକ୍ଷାରେ ଲାବଣ୍ୟା ରାଉତ କୃତକାର୍ଯ୍ୟ ହୋଇଛନ୍ତି ।  କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀ ମାନଙ୍କୁ ବିଦ୍ୟାଳୟର ସଂପାଦକ ରବିନ୍ଦ୍ର କୁମାର ଦାସ ଅଭିନନ୍ଦନ ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *

error: Thank You Keep Visiting