ପୂର୍ବତନ ବିଧାୟକ ପୁରୁଷୋତ୍ତମ ସେଠୀଙ୍କ ଦେହାନ୍ତ

An Independent Media

ଭଦ୍ରକ: ପୂର୍ବତନ ଭଣ୍ଡାରିପୋଖରୀ ବିଧାୟକ ପୁରୁଷୋତ୍ତମ ସେଠୀଙ୍କରରାଣୀପଡା ସ୍ଥିତ ନିଜ ବାସଭବନରେ ସକାଳ ୭.୩୦ ରେ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କରପରିବାର ଓ ଆତ୍ମୀୟ ସ୍ୱଜନ ତାଙ୍କ ପାଖରେ ଉପସ୍ଥିତ ଥିଲେ । ଭଣ୍ଡାରିପୋଖରୀ ବ୍ଲକ୍‌ର ଶାନ ଶାସନପଂଚାୟତର ରାଣୀପଡା ଗ୍ରାମରେ ସେ ଜନ୍ମ ଗ୍ରହଣ କରିଥିଲେ । ୧୯୮୦-୮୫ ରେ ସେ ଭଣ୍ଡାରିପୋଖରୀବିଧାୟକ ଥିବାବେଳେ ଦୀର୍ଘଦିନ ଧରି ସେ ରୋଗଶଯ୍ୟାରେ ଥିଲେ । ପ୍ରଥମେ ଖବର ପାଇ ସମାଜସେବୀ ଡା.ପ୍ରଶାନ୍ତ କୁମାର ଖଟୁଆ ତାଙ୍କର ଶେଷ ଦର୍ଶନ କରିଥିବାବେଳେ ବିଭିନ୍ନ ବ୍ୟକ୍ତି ଆସି ଶେଷ ଦର୍ଶନକରିଥିଲେ । ତାଙ୍କ ବିୟୋଗରେ ଶୋକର ଛାୟା ଖେଳିଯାଇଛି ।

error: Thank You Keep Visiting