ଆଖଣ୍ଡଳମଣି ପୀଠ ଆରଡ଼ି ଧାମରେ ମହାମାରୀ କୋରନା ପାଇଁ ୯ ମିମିଟ ଦୀପ ଜାଳିଲେ ଗ୍ରାମବାସୀ

An Independent Media

ଆରଡ଼ି : ସାରା ବିଶ୍ୱରେ ଏବେ କୋରନା ଚିନ୍ତା ବଢ଼ାଇ ଦେଇଛି ।ଏହି ମହାମାରୀ ରୋଗକୁ ଦୁରିଭତ କରିବା ଲାଗି । ଆଜି ରାତି ୯ଟାରୁ ୯ ମିନଟ୍ ପର୍ଯ୍ୟନ୍ତ ସ୍ଵେଚ୍ଛାକୃତ ଭାବେ ନିଜ ଘରର ଲାଇଟ୍ ବନ୍ଦ କରି ନିଜ ବାଲକୋନିରେ କିମ୍ବା ନିଜ ଦୁଆର ମୁହଁରେ ଦୀପ ଜଳାଇ/ ମହମବତୀ ଲଗାଇ/ମୋବାଇଲ ଫ୍ଲାଶ ଲାଇଟ୍ ଅନ କରି ଏକତା ପ୍ରଦର୍ଶନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆହ୍ୱାନ ଦେଇଥିଲେ।ଠିକ ସୁଚାରୁରୂପେ ଦେଖିବାକୁ ମିଳିଥିଲା ଭଦ୍ରକ ଆଖଣ୍ଡଳମଣି ପୀଠରେ ପ୍ରତେକ ଘର ଦ୍ୱାର ସାମ୍ନା ଘରର ଛାତ ଉପରେ ମହମ ବତୀ ଜାଳି କୋରନା ର ବିନାଶ ଲାଗି ଭଗବାନ ଙ୍କୁ ପାର୍ଥନା କଲେ।

error: Thank You Keep Visiting