ଆଞ୍ଚଳିକ ତାଳଚେର ସ୍ୱାଭିମାନ ମଞ୍ଚ ତରଫରୁ ବୃକ୍ଷ ରୋପଣ August 6, 2018 Odisha Journal An Independent Mediaତାଳଚେର: ତାଳଚେର ନଗରପାଳ ତଥା ତାଳଚେର ସ୍ୱାଭିମାନ ମଞ୍ଚର ଆବାହକ ପବିତ୍ର ଭୂତିଆ, ରୀତା ଦାସ, ପ୍ରଦୀପ ମହାରଣା, ବିଜୟ ବିଶ୍ୱାଳ, ନିରଞ୍ଜନ ପ୍ରଧାନ, ଆସିଫ୍ ଖାଁ ଓ ଇଂ ମାନସ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆରମ୍ଭ କରି ପ୍ରକାଶ କରିଥିଲେ ଯେ ଏହା ମଞ୍ଚର ପ୍ରଥମ ଉନ୍ନତି ମୂଳକ କାମ ।