ଅଶେଷ ବଳଙ୍କ ଚିକିତ୍ସା ପାଇଁ ଏମସିଏଲ ଠିକା ଶ୍ରମିକଙ୍କ ଚାପରେ ମିଳିଲା ସାହାଯ୍ୟ

Straight to the Point

ତାଳଚେର: ତାଳଚେର ଲିଙ୍ଗରାଜ କୋଇଲା ଖଣିରେ ହାଇୱା ଡ୍ରାଇଭର ଥିଲା ଅଶେଷ ବଳ । ଗାଡି ଚଳାଉଥିବା ସମୟରେ ହାଇୱା ଟ୍ରକ ଧକା ଫଳରେ ଗୋଡ ଭାଙ୍ଗି ଯାଇଥିଲା । ଏମସିଏଲ ଠିକା ଶ୍ରମିକ ସଂଗଠନ ଆନ୍ଦୋଳନ ଫଳରେ ଲିଙ୍ଗରାଜ ଖଣିର ପ୍ରକଳ୍ପ ଅଧିକାରୀ ଭାଜ୍ କମ୍ପାନୀର ଅଧିକାରୀ, କାଉନସିଲର ସଂଜିବ ନାୟକ, ସଂଗଠନର ସାଧାରଣ ସଂପାଦକ ନରହରି ସାହୁଙ୍କ ଉପସ୍ଥିତିରେ ଚୁକ୍ତିନାମାରେ ୫ ଲକ୍ଷ ୫୦ ହଜାର ଟଙ୍କା ଦୁର୍ଘଟଣା ଗସ୍ତ ହୋଇଥିବା ଅଶେଷ ବଳର ଚିକିତ୍ସା ପାଇଁ ଚେକ୍ ପ୍ରଦାନ କରାଯାଇଥିଲା ।

error: Thank You Keep Visiting