ନାଲକୋ ସିପିପି ବଜାର ସାମନା ରାସ୍ତା ମରଣଯନ୍ତା

Straight to the Point

ଅନୁଗୋଳ: ଜାତୀୟ ରାଜପଥ ନଂ ୫୫ ର ନାଲକୋ ସିପିପି ବଜାର ସାମନାରେ ମରାମତି ଅଭାବରୁ ରାସ୍ତାରେ ୧/୨ ଫୁଟ ଗାତ, ସାମାନ୍ୟ ବର୍ଷା ହେଲେ ନାଲକୋ ସିପିପି ର ଡ୍ରେନ୍ ପାଣି, ବଜାର ପାଣି ଆସି ପୁରା ପୋଖରୀ ହୋଇଯାଏ । ଛୋଟ ବଡ ଯାନ ଚଲାଇବା କଷ୍ଟକର ହୋଇଯିବା ସହ ଦୁର୍ଘଟଣା ମଧ୍ୟ ଘଟେ । ସାଂସଦ, ବିଧାୟକ, ଜିଲ୍ଲାପାଳ, ନାଲକୋ ଇଡି, ସିପିପି ଜିଏମ୍, ବିଜେଡି, ବିଜେପି, କଂଗ୍ରେସ ଦଳର ନେତା ମାନେ ସବୁ ଜାଣି ଚୁପ୍ ହୋଇ ବସିଛନ୍ତି । ଏହି ରାସ୍ତା ପ୍ରତି ଧ୍ୟାନ ଦେଇ ତୁରନ୍ତ ମରାମତି କରାଯିବା ପାଇଁ ବୁଦ୍ଧିଜିବୀ ମହଲରେ ଦାବି ହେଉଛି ।

error: Thank You Keep Visiting