ଡାକ୍ତର ନିଯୁକ୍ତି ଦାବୀରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଗସ୍ତକୁ ବିରୋଧିଙ୍କ କଳା ପତାକା ପ୍ରଦର୍ଶନ

An Independent Media

ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକର ଖମାର ରାସ୍ତାରେ ବିଜେପି ନେତା ଅଶୋକ ମହାନ୍ତିଙ୍କ ନେତୃତ୍ୱରେ କଳା ପତାକା ପ୍ରଦର୍ଶନ, ଅନୁଗୋଳ ଠାରେ କଂଗ୍ରେସ ନେତା ବିପ୍ଳବ ଜେନାଙ୍କ ନେତୃତ୍ୱରେ କଳା ପତାକା ପ୍ରଦର୍ଶନ ଓ ତାଳଚେର ଠାରେ କାଉଁନସିଲର ଜିତେନ୍ଦ୍ର ଦାସ, ଯୁବନେତା ପର୍ଶୁରାମ ବାରିକ ଡାକ୍ତର ନିଯୁକ୍ତି ଦାବୀରେ ମନ୍ତ୍ରୀ ପ୍ରତାପ ଜେନାଙ୍କୁ ବିରୋଧ ଓ କଳା ପତାକା ପ୍ରଦର୍ଶନ ପାଇଁ ଗିରଫ ହୋଇଥିଲେ ।

error: Thank You Keep Visiting