ନବ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ରର ଶୁଭ ଉଦଘାଟନ କଲେ ସ୍ୱାସ୍ଥ୍ୟ ମନ୍ତ୍ରୀ,ସାଂସଦ ଅନୁପସ୍ଥିତ

Straight to the Point

ତାଳଚେର : ତାଳଚେର ଉପଖଣ୍ଡ ଡାକ୍ତରଖାନାରେ ୨୧୫.୮୪ ଲକ୍ଷ ଟଙ୍କାର ୫୦ ଶର୍ଯ୍ୟା ବିଶିଷ୍ଠ ନବ ନିର୍ମିତ ମାତୃ ଓ ଶିଶୁ ସ୍ୱାସ୍ଥ୍ୟ କେନ୍ଦ୍ର ଓ ଡାକ୍ତରମାନଙ୍କ ପାଇଁ ୯ଟି ବାସଗୃହ ଉଦ୍ଘାଟନ ଉତ୍ସବରେ ଉଦ୍ଘାଟକ ରାଜ୍ୟ ସରକାରଙ୍କର ସ୍ୱାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା, ସ୍ଥାନୀୟ ବିଧାୟକ ବ୍ରଜ କିଶୋର ପ୍ରଧାନ, ଅନୁଗୋଳ ବିଧାୟକ ରଜନୀ କାନ୍ତ ସିଂ, ଜିଲ୍ଲାପାଳ ଅନୀଲ ସାମଲ, ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ, ନଗରପାଳ ପବିତ୍ର ଭୂତିଆଙ୍କ ସହିତ ବିଜେଡିର ସମସ୍ତ କର୍ମି, ସମସ୍ତ ସାମ୍ବାଦିକ, ସ୍ୱାସ୍ଥ୍ୟ ଅଧିକାରୀ, ବୁଦ୍ଧିଜିବି, ଜନ ସାଧାରଣ ଉପସ୍ଥିତ ଥିଲେ । ଉଦ୍ଘାଟନ ଫଳକରେ ସାଂସଦ ତଥାଗତ ଶତପଥୀଙ୍କ ନାମ ଥାଇ ନ ଆସିବା ଚର୍ଚ୍ଚାକୁ ଆସିଛି ।

error: Thank You Keep Visiting