ମହିଳା କ୍ଲବ ତରଫରୁ ଭିନ୍ନକ୍ଷମଙ୍କୁ ତିନିଚକିଆ ସାଇକେଲ ବଣ୍ଟନ

Straight to the Point

ତାଳଚେର : ତାଳଚେର ଥର୍ମାଲ ତରଫରୁ ୭୨ ତମ ସ୍ୱାଧୀନତା ଦିବସରେ ଭିନ୍ନକ୍ଷମ ମାନଙ୍କୁ ସାଗରିକା ମହିଳା କ୍ଲବ ସୌଜନ୍ୟରୁ ତିନି ଚକିଆ ସାଇକେଲ ବଣ୍ଟନ କରାଯାଇଥିଲା । ଜିଏମ୍ ଏମ୍. ସିଂଙ୍କ ସହିତ ଅନ୍ୟାନ୍ୟ ଅଧିକାରୀ ଉପସ୍ଥିତ ଥିଲେ । ତାଳଚେର ଟାଉନ୍ର ୱାର୍ଡ ନଂ ୮ ର ବିରଂଚି ମହାରଣା ଅନ୍ୟ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବଣ୍ଟନ କରିଥିଲେ ।

error: Thank You Keep Visiting